କ୍ଷମା ମାଗିଲେ ଫେସ୍‌ବୁକ୍‌ ଓ ଇନ୍‌ଷ୍ଟାଗ୍ରାମ୍‌

ନୂଆଦିଲ୍ଲୀ: ସପ୍ତାହକ ମଧ୍ୟରେ ଦ୍ୱିତୀୟ ବାର ସେବା ଯୋଗାଣରେ ବ୍ୟାଘାତ ସୃଷ୍ଟି ହେବା ହେତୁ ଗତରାତିରେ ‘ଫେସ୍‌ବୁକ୍‌’ ଓ ‘ଇନ୍‌ଷ୍ଟାଗ୍ରାମ୍‌’ କ୍ଷମାଯାଚନା କରିଛନ୍ତି। ରାତି ୧୨:୫୨ରେ ‘ଫେସ୍‌ବୁକ୍‌’ ଟୁଇଟ୍‌ କରି କହିଥିଲା, କେତେକ ବ୍ୟକ୍ତି ଆମର ‘ଆପ୍‌’ ଏବଂ ‘ପ୍ରଡକ୍ଟ୍‌’ଗୁଡ଼ିକୁ ‘ଆକ୍‌ସେସ୍‌’ କରିବାରେ ଅସୁବିଧାରେ ସମୁଖୀନ ହୋଇଥିବା କଥା ଜାଣିବାକୁ ପାଇଛୁ। ଯେତେ ଶୀଘ୍ର ସମ୍ଭବ ସେବା ଯୋଗାଣ ସ୍ୱାଭାବିକ କରିବା ଲାଗି ଆମେ କାମ ଚଳାଇଛୁ। ଅସୁବିଧା ପାଇଁ … Continue reading କ୍ଷମା ମାଗିଲେ ଫେସ୍‌ବୁକ୍‌ ଓ ଇନ୍‌ଷ୍ଟାଗ୍ରାମ୍‌